Download Now Banner

This browser does not support the video element.

ବଲାଙ୍ଗୀର: ତାଲପାଲି ଗ୍ରାମର କ୍ଷେତ ଆଡିରେ ବିଷାକ୍ତ କମନ କ୍ରେଟ ସାପ ଉଦ୍ଧାର

Balangir, Balangir | Sep 10, 2025
ତାଲପାଲି ଗ୍ରାମ ରେ ବିଷାକ୍ତ ସାପ ଉଦ୍ଧାର ବଲାଙ୍ଗୀର ତାଲପାଲି ଗ୍ରାମ ଅଞ୍ଚଳରେ କ୍ଷେତ ଆଡିରେ ଘାସ କାଟୁଥିବା ସମୟରେ ବିଷାକ୍ତ କମନ କ୍ରେଟ ପ୍ରଜାତିର ସାପ ଦେଖାଦେଇଥିଲା । ଏହି ସାପକୁ ଦେଖି ଗ୍ରାମବାସୀ, ବିଶେଷକରି ଘାସ କାଟୁଥିବା ମହିଳାମାନେ ଭୟଭୀତ ହୋଇଥିଲେ । କମନ କ୍ରେଟ ଭାରତରେ ମିଳୁଥିବା “ବିଗ୍ ଫୋର୍” ବିଷାକ୍ତ ସାପ ମଧ୍ୟରୁ ଗୋଟିଏ, ଯାହାର ବିଷ ସ୍ନାୟୁତନ୍ତ୍ରକୁ ପ୍ରଭାବିତ କରି ପ୍ରାଣଘାତୀ ହୋଇପାରେ । ଏହି ସାପ ମୁଖ୍ୟତଃ ରାତିରେ କାର୍ଯ୍ୟଶୀଳ ହୁଏ ଏବଂ କାମୁଡା ପରେ ପ୍ରଥମେ ବେଶି ଯନ୍ତ୍ରଣା ହୁଏ ନାହିଁ l ପରେ ଗୁରୁତର ସମସ୍ୟା ହୁଏ l
Read More News
T & CPrivacy PolicyContact Us