Download Now Banner

This browser does not support the video element.

ସୁକିନ୍ଦା: ଦାମୋଦରପୁର ଗ୍ରାମ ପାଖ ରାସ୍ତାରେ ଓଲଟିଲା ମାଲ ବୋଝେଇ ଟ୍ରକ , ଡ୍ରାଇଭର ଆହତ

Sukinda, Jajpur | Sep 3, 2025
କାଳିଆପାଣି ଖଣି ଅଞ୍ଚଳରୁ ମାଲ ପାରିବହନ କରି ଆସୁଥିବା ଟ୍ରକଟି ଦାମୋଦରପୁର ନିକଟ ରାସ୍ତାରେ ଭାରଶ୍ୟାମ ହରାଇ ଓଲଟି ପଡିଥିବା ବୁଧବାର ଦିବା 12:30 ମିନିଟ ସମୟରେ ଦେଖିବାକୁ ମିଳିଛି | ତେବେ ଏହି ଦୁର୍ଘଟଣାରେ ଚାଳକ ଆହତ ହୋଇଥିବା ବେଳେ ଗାଡିଟି ଭାଙ୍ଗି ରୁଜି ଯିବା ସହ କ୍ରୋମଇଟି ଗୁଡିକ ତଳେ ପଡି ଯାଇ ସଂପୁର୍ଣ୍ଣ ମାଲ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି |
Read More News
T & CPrivacy PolicyContact Us