Download Now Banner

This browser does not support the video element.

ବଲାଙ୍ଗୀର: ତୁରେକେଲା ପୋଲିସ ଙ୍କ ଅଭିଯାନରେ ୬ ଅବୈଧ ଶ୍ରମିକ ସହିତ ୨ ଶିଶୁ ଉଦ୍ଧାର

Balangir, Balangir | Sep 7, 2025
ତୁରେକେଲା ପୋଲିସ ଙ୍କ ଅଭିଯାନରେ ୬ ଅବୈଧ ଶ୍ରମିକ ସହିତ ୨ ଶିଶୁ ଉଦ୍ଧାର ତୁରେକେଲା : ତୁରେକେଲା ଥାନା ଅଧୀକ୍ଷକ ଆର୍. କେ. ବେହେରାଙ୍କ ନେତୃତ୍ୱରେ ପୋଲିସ ଟିମ ଗତକାଲି ୬ ଜଣ ଅବୈଧ ଭାବରେ ନେଇଯାଉଥିବା ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ମଧ୍ୟରୁ ୨ ଜଣ ଅପ୍ରାପ୍ତବୟସ୍କ ଶିଶୁ ଥିଲେ। ଏହା ସମ୍ବନ୍ଧରେ ମାମଲା ରୁଜୁ ହୋଇଥିବା ସହିତ ତଦନ୍ତ ଜାରି ରହିଛି। ଅବୈଧ ଶ୍ରମିକ ପ୍ରବାସଣ ବିରୋଧରେ ପୋଲିସ ଙ୍କ କଡ଼ା କାର୍ଯ୍ୟନୁଷ୍ଠାନ ଜାରି ରହିଛି ବୋଲି ବଲାଙ୍ଗୀର sp ଆଜି ରାତି 8ଟା ସମୟରେ ସୂଚନା ଦେଵୀଛନ୍ତି.
Read More News
T & CPrivacy PolicyContact Us