This browser does not support the video element.
ବୌଦ୍ଧ ସଦର: ପୁରୁଣା କଟକ ସ୍ଥିତ ଭୈରବୀ ଡ଼ିଗ୍ରୀ ମହାବିଦ୍ୟାଳୟ ରେ ଯୁବ ରେଡକ୍ରସ୍ ର ପ୍ରବେଶ ଉତ୍ସବ
Baudh Sadar, Boudh (Bauda) | Sep 22, 2025
ଭୈରବୀ ଡ଼ିଗ୍ରୀ ମହାବିଦ୍ୟାଳୟ ର ଯୁବ ରେଡକ୍ରସ୍ ଅନୁକୁଲ୍ୟ ରେ ନୂତନ ଭାବରେ ମହାବିଦ୍ୟାଳୟକୁ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଯୁବ ରେଡକ୍ରସ୍ ର ସ୍ବେଚ୍ଛାସେବୀ ଭାବରେ ପ୍ରବେଶ ଉତ୍ସବ ପାଳିତ ହୋଇ ଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ରମେଶ ଚନ୍ଦ୍ର ତାରେଣିଆ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯକ୍ରମ ରେ ଅତିଥି ଭାବରେ ଅଧ୍ୟାପକ ରଞ୍ଜିତ କୁମାର ସାମଲ ଯୋଗଦାନ କରିଥିଲେ।