Install App
qhour
This browser does not support the video element.
ବାଲିଗୁଡା: ବାଲିଗୁଡା ଥାନା ଅଞ୍ଚଳର ବାଏପାସ୍ ରାସ୍ତାରୁ ବାଲିଗୁଡା ଥାନା ପକ୍ଷରୁ ବ୍ୟାପକ ଗଞ୍ଜେଇ ଜବତ ହଇଥିବା ନେଇ ସୁଚନା ମିଳିଛି,
Baliguda, Kandhamal | Sep 7, 2025
ବାଲିଗୁଡା ଥାନା ଅଞ୍ଚଳର ବାଏପାସ୍ ରାସ୍ତାରୁ ବାଲିଗୁଡା ଥାନା ପକ୍ଷରୁ ବ୍ୟାପକ ଗଞ୍ଜେଇ ଜବତ ହଇଥିବା ନେଇ ସୁଚନା ମିଳିଛି, ରବିବାର ସଂନ୍ଧ୍ୟା 6ଘଣ୍ଟିକା ସମୟରେ ପୁଲିସ ର ଏକ ପେଟ୍ରଲିଂ ଟିମ୍ ଚଡାଉ କରିଥିବା ଦେଖିବାକୁ ମିଳିଛି, ତେବେ କେତେ ପରିମାଣ ଏବଂ କେତେ ଜଣ ଗିରଫ ହଇଛନ୍ତି ସମ୍ପୁର୍ଣ୍ଣ ସୁଚନା ଆହନ୍ତାକାଲି ବାଲିଗୁଡା SDPO ସୁଚନା ଦେବେ ବଲି ଥାନା ପକ୍ଷରୁ ସୁଚନା ମିଳିଛି
Share
Read More News
T & C
Privacy Policy
Contact Us
Your browser does not support JavaScript!