Download Now Banner

This browser does not support the video element.

ବୌଦ୍ଧ ସଦର: ୧୦ ତାରିଖରୁ ସକାଳୁଆ ହେବ ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ, ସୂଚନା ଜାରି କଲା ପ୍ରଶାସନ

Baudh Sadar, Boudh (Bauda) | Apr 9, 2024
ଆସନ୍ତା ୧୦ ତାରିଖରୁ ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟରେ ସକାଳ ୭ଟାରୁ କାର୍ଯ୍ୟ ଆରମ୍ଭ ହେବା ନେଇ ପ୍ରଶାସନ ସୂଚନା ଜାରି କରିଛି l ଓଡ଼ିଶା ସରକ।ରଙ୍କ ଗୃହ ବିଭାଗର ନିର୍ଦେଶ ପ୍ରକାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସକାଳୁଆ ହେବ l ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେତୁ ଆସନ୍ତା ୧୦ ତାରିଖ ଠାରୁ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ସକାଳ ୭ ଟା ଠାରୁ ଗୋଟାଏ ପର୍ଯ୍ୟନ୍ତ ବିନା ଭୋଜନ ବିରତିରେ କାର୍ଯ୍ୟାଳୟ ଖୋଲା ରହିବ ।
Read More News
T & CPrivacy PolicyContact Us