Install App
arunkshadangi40
This browser does not support the video element.
ଜି ଉଦୟଗିରି: ଜି ଉଦୟଗିରି ଥାନାରେ ଥାନା ଅଧିକାରୀ ଜି ଉଦୟଗିରି ଅଂଚଳ ରେ ହେଉଥିବା ଗଣେଶ ପୂଜା କମିଟି ର କର୍ମକର୍ତା ମାନଙ୍କ ବୈଠକ ଅନୁଷ୍ଠିତ
G Udayagiri, Kandhamal | Aug 22, 2025
ଜି ଉଦୟଗିରି ଥାନାରେ ଥାନା ଅଧିକାରୀ ବିଜୟ କୁମାର ସ୍ୱାଇଁ ଜି ଉଦୟଗିରି ଅଂଚଳ ରେ ହେଉଥିବା ଗଣେଶ ପୂଜା କମିଟି ର କର୍ମକର୍ତା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଅଛି. ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଶ୍ଳୀଳ ନାଚ, ରାସ୍ତା ଅବରୋଧ,ଡିଜେ ସାଉଣ୍ଡ ଆଦି ବିଭିର୍ନ ବିଷୟ ରେ ଆଲୋଚନା ହୋଇଥିଲା. ସମସ୍ତେ କିପରି ଶାନ୍ତି ଶୃଙ୍ଖଳା ସହ ସମସ୍ତ କାର୍ଯ୍ୟକ୍ରମ ସମାପନ ହେବ ସେ ଉପରେ ଆଲୋଚନା ହୋଇଥିଲା.
Share
Read More News
T & C
Privacy Policy
Contact Us
Your browser does not support JavaScript!