Download Now Banner

This browser does not support the video element.

ରେଙ୍ଗାଲି: ଧନକଉଡ଼ା ପଡିଆଠାରେ ରାବଣ ପୋଢ଼ି ମହୋତ୍ସବ ଅନୁଷ୍ଠିତ l

Rengali, Sambalpur | Oct 13, 2024
ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ଧନକଉଡ଼ା ପଡିଆ ଠାରେ ଧନକଉଡ଼ା ଦୁର୍ଗାପୂଜା କମିଟି ପକ୍ଷରୁ ଆଜି ରାତି 9 ଟା ସମୟରେ ରାବଣ ପୋଡି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ରାବଣ ପୋଢ଼ି ମହୋତ୍ସବ କୁ ଦେଖିବା ପାଇଁ ସିନ୍ଦୁରପଙ୍କ, ରେଙ୍ଗାଲି ସହ ଆଖପାଖ ଅଞ୍ଚଳରୁ ପ୍ରାୟ 5 ହଜାରୁ ଉର୍ଦ୍ଧ ଦର୍ଶକଙ୍କ ଭିଡ ପଡିଆରେ ଜମିଥିଲା l ଏନେଇ ଧନକଉଡ଼ା ପୂଜା କମିଟିର ସଦସ୍ୟ ନିଜ ପତିକ୍ରିୟା ରଖିଛନ୍ତି l
Read More News
T & CPrivacy PolicyContact Us