Download Now Banner

This browser does not support the video element.

ବୌଦ୍ଧ ସଦର: ଲୁଣିବାହଲ ଟ୍ରକ ଦୁର୍ଘଟଣାରେ ଗୁରୁତର ଥିବା ୨ ଭାଇଙ୍କୁ ବୁର୍ଲା ସ୍ଥାନାନ୍ତର

Baudh Sadar, Boudh (Bauda) | Apr 6, 2024
ଲୁଣିବାହଲ ଟ୍ରକ ଦୁର୍ଘଟଣା, କଳାପଥର ଗ୍ରାମର ସୋମନାଥ ସାହୁ ଓ ସର୍ବେଶ୍ୱର ସାହୁଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି l ତେବେ ଅନ୍ୟ ଦୁଇ ଜଣ ଏବେ ବିପଦ ମୁକ୍ତ ରହିଛନ୍ତି । ଶନିବାର ଭୋରରୁ ଲୁଣିବାହଲ ଗ୍ରାମ ନିକଟ ୫୭ନମ୍ବର ଜାତୀୟ ରାଜପଥ ଉପରେ ଏକ କଖାରୁ ବୋଝେଇ ଟ୍ରକକୁ ସାମ୍ନାରୁ ଆସୁଥିବା ଅନ୍ୟ ଏକ ଗାଡ଼ି ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଓ ତାଙ୍କର ୩ ପୁଅ ଗୁରୁତର ହୋଇଥିଲେ ।
Read More News
T & CPrivacy PolicyContact Us