Download Now Banner

This browser does not support the video element.

ବାଙ୍ଗିରିପୋଷି: ସଙ୍କୁଚା ଛକ ନିକଟରେ ବିଲାତି ବୋଝେଇ ଟ୍ରକ ରେ ଲାଗିଲା ନିଆଁ

Bangiriposi, Mayurbhanj | Jul 16, 2025
ମୟୂରଭଞ୍ଜ ଜିଲ୍ଲାର ଜାତୀୟ ରାଜପଥ 18 ର ସଙ୍କୁଚା ଛକ ନିକଟରେ ଆଜି ଭୋର୍ 4 ଘଟିକା ସମୟରେ ଏକ ବିଲାତି ବୋଝେଇ ଟ୍ରକ ରେ  ନିଆଁ ଲାଗି ଯାଇଥିଲା।ଟ୍ରକ୍ ଟି ଜାତୀୟ ରାଜପଥ ଉପରେ ହୁତୁ ହୁତୁ ହେଇ ଜଳିବାର ଦେଖିବାକୁ ମିଳିଥିଲା।ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ କରିଥିଲେ।ତେବେ ଏହି ଦୁର୍ଘଟଣା ରେ ଚାଳକ ବର୍ଟି ଯାଇଥିବାର ସୁଚନା ମିଳିଛି।ଅଗ୍ନିକାଣ୍ଡ ର କାରଣ ସ୍ପଷ୍ଟ ହେଇ ନାହିଁ।
Read More News
T & CPrivacy PolicyContact Us