Download Now Banner

This browser does not support the video element.

ଢେଙ୍କାନାଳ ସଦର: ଆସନ୍ତା ୧୩ ତାରିଖରେ ସିଭିଲ କୋର୍ଟ ଠାରେ ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା

Dhenkanal Sadar, Dhenkanal | Aug 22, 2025
ଢେଙ୍କାନାଳ ଜିଲ୍ଲାସ୍ତରୀୟ ଓ ତାଲୁକ ସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ତା ୧୩.୦୯.୨୦୨୫ ରିଖ ଦିନ ଅନୁଷ୍ଠିତ ହେବ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ମାଧ୍ୟମରେ ସମସ୍ତ ପ୍ରକାରର ମକଦ୍ଦମା ସହଜରେ ସମାଧାନ କରିପାରିବେ ଯଥା:- ତେବେ ଆପଣ ସେ ମକଦ୍ଦମା / ବିବାଦର ସହଜ ଏବଂ ଆପୋଷ ସହମତିରେ ସମାଧାନ ପାଇଁ ଲୋକ ଅଦାଲତଙ୍କ ସହାୟତା ନିଅନ୍ତୁ, ତା ୧୩.୦୯.୨୦୨୫ ରିଖ (ଶନିବାର) ରେ ପ୍ରତ୍ୟେକ ଜିଲ୍ଲାସ୍ତରୀୟ ଏବଂ ତାଲୁକସ୍ତରୀୟ ବିଚାର ବିଭାଗୀୟ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେଉଅଛି, ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରଧିନ ମକଦ୍ଦମା ହେବ ।
Read More News
T & CPrivacy PolicyContact Us