Download Now Banner

This browser does not support the video element.

ଦେବଗଡ: ସ୍ଥାନୀୟ ନୂତନ ବସଷ୍ଟାଣ୍ଡରେ ଓଡିଶା ଡ୍ରାଇଭର ମହାସଙ୍ଘର ସାଧାରଣ ସଭା ଏବଂ ନୂତନ କାର୍ଯ୍ୟାଳୟ ଉଦଘାଟିତ

Debagarh, Debagarh (Deogarh) | Sep 1, 2025
ଓଡିଶା ଡ୍ରାଇଭର ମହାସଙ୍ଘ, ଦେବଗଡ ଜିଲା ଶାଖା ପକ୍ଷରୁ ଆଜି ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଦେବଗଡ ନୂତନ ବସଷ୍ଟାଣ୍ଡ ପରିସରରେ ଆଜି ଦିନ ପ୍ରାୟ ୩ ଟା ପର୍ଯ୍ୟନ୍ତ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏଥିସହ ନୂତନ ବସଷ୍ଟାଣ୍ଡ ନିକଟରେ ନବ ନିର୍ମୀତ ଓଡିଶା ଡ୍ରାଇଭର ମହାସଙ୍ଘ କାର୍ଯ୍ୟାଳୟ ଉଦଘାଟିତ ହୋଇଥିଲା । ସେହିପରି ସଙ୍ଘ ପକ୍ଷରୁ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିବା ବେଳେ ୨୫ ଜଣ ସ୍ୱେଚ୍ଛାସେବୀ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଜିଲା ବିଜେପି ସଭାପତି ଅରୁଣ କୁମାର ସାହୁ ରକ୍ତଦାନ ଶିବିରକୁ ଫିତାକାଟି ଉଦଘାଟନ କରିଥିଲେ ।
Read More News
T & CPrivacy PolicyContact Us