Download Now Banner

This browser does not support the video element.

ଆନନ୍ଦପୁର: ଫକିରପୁର ସିଟି ସ୍କୁଲରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

Anandapur, Kendujhar | Aug 31, 2025
ଆନନ୍ଦପୁର ପୌରାଞ୍ଚଳ ଫକୀରପୁର ସ୍ଥିତ ସରକାରୀ ସିଟି ସ୍କୁଲରେ ଆମଓଡ଼ିଶା, ଫକୀରପୁର ଯୁବକସଂଘ, ଥା‌ଲାସେମିଆ ପେସେ‌ଣ୍ଟ ଆଡଭୋକେସି, ମା’ତାରିଣୀ ଭିଜନ୍ ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକ ଶତ୍ରୁଘ୍ନ ସାହୁଙ୍କ ସଂଯୋଜନାରେ ଆନନ୍ଦପୁର ପୌରାଧ୍ୟକ୍ଷା ରଜନୀରାଣୀ ଖଟୁଆ, ବିଦ୍ୟାଳୟର ଅଧ୍ୟକ୍ଷ ଡ.କାର୍ତ୍ତିକେଶ୍ବର ରାଉଳ, ପ୍ରଶିକ୍ଷକ ଆଲୋକ କୁମାର ରଣା ପ୍ରମୁଖ ଅତିଥିଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ଏହି ଶିବିରରୁ ‌ମୋଟ୍ ୨୮ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଶିବିର ଅପରାହ୍ନ ଦୁଇଟା ପର୍ଯ୍ୟନ୍ତ ଚାଲିଥିଲା।
Read More News
T & CPrivacy PolicyContact Us