This browser does not support the video element.
ଜୟପୁର: ୟୋଲ ବ୍ରିଜ ନିକଟ ହୋଟେଲ ରେ ଲ୍ୟାପଟପ ଚୋରି, ଜୟପୁର ସଦର ଥାନାରେ ଅଭିଯୋଗ ମାମଲା ରୁଜୁ
Jeypore, Koraput | Sep 6, 2025
ହୋଟେଲରେ ଖାଇ ହାତ ଧୋଉଥିବା ସମୟରେ ଲ୍ୟାପଟପ ବ୍ୟାଗ ଚୋରି ହୋଇଯାଇଥିବା ନେଇ ସଦରଥାନାରେ ଅଭିଯୋଗ ହୋଇଛି। ଅଭୟ କୁମାର ବାଘ ଗତ ବଜାଜ ଫାଇନାନ୍ସ ଅଫିସରୁ କାମ ସାରି ଦୁଇଜଣ ସାଙ୍ଗ ସହ ବନଦୁର୍ଗା ମନ୍ଦିର ପାଖରେ ଥିବା ଏକ ହୋଟେଲରେ ଖାଇ ସାରିବା ପରେ ହାତ ଧୋଇବାକୁ ଯିବା ସମୟରେ ତାଙ୍କ ଲ୍ୟାପଟପ ବ୍ୟାଗରେ ଲିନୋଭ ଲ୍ୟାପଟପ , ମୋବାଇଲ ଫୋନ ସହ ଚୋରି ହୋଇଯାଇଥିବା ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଥିବା ଆଜି ରାତ୍ର 8ଠାରେ ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।