This browser does not support the video element.
ମହାକାଳପଡା: ପାଟଳିପଙ୍କରେ ଅଗ୍ନିବିପନ୍ନଙ୍କୁ ଭେଟିଲେ ମନ୍ତ୍ରୀ
Mahakalapada, Kendrapara | Apr 23, 2024
ମହାକାଳପଡା ନିର୍ବାଚନ ମଣ୍ଡଳୀର ପାଟଳିପଙ୍କରେ ଆଜି ରାତି ୭.୩୦ମିନିଟ ସମୟରେ ଅଗ୍ନି ବିପନ୍ନ ଙ୍କୁ ଭେଟି ସମବେଦନା ଜଣାଇବା ସହ କିଭଳି ସରକାରୀ ସହାୟତା ମିଳିବ ସେ ନେଇ ଆଲୋଚନା କରିଛନ୍ତି ବିଧାୟକ ତଥା ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ