Download Now Banner

This browser does not support the video element.

ଆଳି: କଟକ-ଚାନ୍ଦବାଲି ରାସ୍ତାର ଓସ୍ତିଆ ଛକରେ ରାଜକନିକା ପୋଲିସ ପକ୍ଷରୁ ଖୋଲିଲା ଜଳ ଛତ୍ର

Aali, Kendrapara | Apr 24, 2024
ଆଜି ମଧ୍ୟାହ୍ନ ବାରଟା ସମୟରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ରାଜକନିକା ଓସ୍ତିଆ ଛକ ନିକଟରେ ଖୋଲିଲା ଜଳ ଛତ୍ର। ଏହି ଜଳ ଛତ୍ରକୁ ରାଜକନିକା ଥାନା ଅଧିକାରୀ ଉଦଘାଟନ କରିଥିବା ବେଳେ ପଥଚାରି ମାନଙ୍କୁ ଦହିପଣା, ରସନା ପାଣି ଆଦି ବଣ୍ଟନ କରିଛନ୍ତି। ଏହି ଜଳ ଛତ୍ର ଖୋଲିବା ଦ୍ୱାରା ପଥଚାରୀ ବେଶ ଉପକୃତ ହୋଇପାରିବେ ବୋଲି ଥାନା ଅଧିକାରୀ କହିଛନ୍ତି। ରାଜକନିକା ବ୍ଲକର ୨୯ଟି ପଞ୍ଚାୟତରେ ପୋଲିସ ପକ୍ଷରୁ ୯୬ଟି ଜଳଛତ୍ର ଖୋଲା ଯାଇଥିବା ବେଳେ ରାଜ୍ୟ ରାଜପଥକୁ ସଂଯୋଗ କରୁଥିବା ଓସ୍ତିଆ ଛକରେ ଖୋଲାଯାଇଥିବା ଜଳଛତ୍ର ବାଟୋଇଙ୍କ ପାଇଁ ବେଶ ସହାୟକ ହେଵବୋଲି ଥାନା ଅଧିକାରୀ କହିଛନ୍ତି।
Read More News
T & CPrivacy PolicyContact Us