This browser does not support the video element.
ନୟାଗଡ ସଦର: ନବ ନିର୍ମାଣ କୃଷକ ସଂଗଠନ ର ଦାବି ପତ୍ର ପ୍ରଦାନପରେ ଅଧିକାରୀଙ୍କ ପ୍ରତିକ୍ରିୟା
Nayagarh Sadar, Nayagarh | Sep 10, 2025
ନୟାଗଡ ଜିଲ୍ଲାରେ ସମବାୟ ବିଭାଗ ଠାରୁ ଚାଷାଙ୍କୁ ସାର ନମିଳିବା ଓ ସାର କଳାବଜାରୀ ହେଉଥିବା ବେଳେ ଘରୋଇ ପଞ୍ଜୀକୃତ ଡିଲର ମାନେ ବେନିୟମ ଭାଵେ ଅହେତୁକ ଦର ବୃଦ୍ଧିକରି ସାର ବିକ୍ରି କୁ ନେଇ ଜିଲ୍ଲା ମୁଖ୍ୟ କୃଷି ଅଧିକାରିଙ୍କୁନବ ନିର୍ମାଣ କୃଷକ ସଂଗଠନ ର ଦାବି ପତ୍ର ପ୍ରଦାନପରେକୃଷି ଅଧିକାରୀଙ୍କ ପ୍ରତିକ୍ରିୟା