This browser does not support the video element.
ଉଲୁଣ୍ଡା: ବାଘପାଲି ସ୍ଥିତ ସିଦ୍ଧ ଯୋଗୀ ଶ୍ରୀ ଶ୍ରୀ ଚନ୍ଦ୍ରମଣୀ ଦାସ ସମାଧି ପୀଠ ପରିସରରେ ପୁସ୍ତକ ଉନ୍ମୋଚିତ
Ulunda, Subarnapur (Sonepur) | Jan 1, 2025
ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ବାଘପାଲି ସ୍ଥିତ ସିଦ୍ଧ ଯୋଗୀ ଶ୍ରୀ ଶ୍ରୀ ଚନ୍ଦ୍ରମଣୀ ଦାସ ସମାଧି ପୀଠ ପରିସରରେ ଆଜି ସକାଳ 9ଟା 30ମିନିଟ ସମୟରେ ବିଜ୍ଞାନ ସାଙ୍ଗେ ଥୁପେ ମଧୁର ଭାବ ପୁସ୍ତକ ଉନ୍ମୋଚିତ ହୋଇଯାଇଛି l ଲେଖିକା ସନ୍ଧ୍ୟାରାଣୀ ମେଣ୍ଡେଲିଙ୍କ ରଚିତ ପୁସ୍ତକ ଉନ୍ମୋଚନ ଉତ୍ସବକୁ ଡ଼ ଅନିରୁଦ୍ଧ କୁର କୁରିଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ l ସମ୍ମାନିତ ଅତିଥି ଭାବରେ ପୁସ୍ତକ ସମୀକ୍ଷକ କବି ତ୍ରିପୁରାରି ମହାକୁର ଏବଂ କଲ୍ୟାଣୀ ଭୋଇ ଯୋଗଦେଇ ମତ ବ୍ୟକ୍ତ କରିଥିଲେ l କବି ମକୁନ୍ଦ ଧରୁଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଭିନ୍ନ ସ୍ଥାନରୁ କବି ମାନେ ଯୋଗଦେଇଥିଲେ l ଶେଷରେ