Download Now Banner

This browser does not support the video element.

ନୂଆପଡା: ନୂଆପଡ଼ା ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ର ସମୀକ୍ଷା

Nuapada, Nuapada | Sep 6, 2025
ଆଜି ଅପରାହ୍ନ ସାଢେ଼ ଚାରିଟା ସମୟରେ ନୂଆପଡ଼ା ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ର ସମୀକ୍ଷା କରାଯାଇଥିଲା।ଜିଲ୍ଲା ଶିକ୍ଷାଧିକାରୀ କରୁଣାକର ଭୁଏ ଙ୍କ ଆବାହକତ୍ୱରେ ରେ ଆୟୋଜିତ ସମୀକ୍ଷା ବୈଠକ ରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଜିଲ୍ଲାର ସମସ୍ତ ବିଡିଓ ଜିଲ୍ଲା ଶିକ୍ଷା ବିଭାଗର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us