Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଆରଡ଼ି ରେ ବନ୍ଯାଜଳ ଜଳବନ୍ଦୀ ହୋଇ ରହିଛନ୍ତି ଲୋକେ,#ଦେବକାନ୍ତ ମହାନ୍ତି

Bhadrak Rural, Bhadrak | Aug 26, 2025
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ରେ ବନ୍ୟା ରେ ବିପନ୍ନ ଙ୍କ ଅବସ୍ଥା ଦୁର୍ବିସହ ସୋଇପଡ଼ିଛି। ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡ଼ି ଅଞ୍ଚଳ ସହ ଓଳଗ, ଚାନ୍ଦପୁର, ସୁନ୍ଦର ପୁର ରେ ବନ୍ଯାସ୍ଥିତି ଅପରିବର୍ତ୍ତିତ ରହିଛି ଫଳରେ ଲୋକମାନଙ୍କ ଯାତାୟତରେ ବାଧା ସୃଷ୍ଟି ହୋଇଛି ଟ୍ରାକ୍ଟ ର ସାହାଯ୍ୟ ରେ ଯାତାୟତ କରୁଛନ୍ତି।ଆଜି ଦିନ ୧୧ ଘଟିକା ସମୟରେ ଦେଖିବାକୁ ମିଳିଛି ଦୃଶ୍ୟ।
Read More News
T & CPrivacy PolicyContact Us