This browser does not support the video element.
ବଲାଙ୍ଗୀର: ପାଟଣା ଛକରେ ବର୍ଷାରେ ଜଳଜମା ଡ୍ରେନେଜ ସମସ୍ୟା ସମାଧାନ ପାଇଁ ପୌରଧ୍ୟକ୍ଷା ଓ କାଉନସିଲରମାନେ ବିଭାଗୀୟ ଅଧିକାରୀଙ୍କୁ ଦାବି
Balangir, Balangir | Sep 12, 2025
ଗତ କାଲି ରାତିରେ ବଲାଙ୍ଗୀର ରେ ମୁଷଲ ଧାରରେ ବର୍ଷା ଯୋଗୁଁ, ବଲାଙ୍ଗୀର ସହରର ପାଟଣାଗଡ ଛକ ଠାରେ, ଭୟାବହ ପରିସ୍ଥିତି ସୃଷ୍ଟି ହୋଇ ଥିଲା,ଡ୍ରେନେଜ ବ୍ୟବସ୍ଥାର ସୁପରିଚାଳନ ପାଇଁ, ବାରମ୍ବାର ବଲାଙ୍ଗୀର ବିଧାୟକ ଏବଂ ପୌରାଧ୍ୟକ୍ଷା ବାରମ୍ବାର ଦାବୀ କରିବା ସ୍ୱତେ, ଏହାର କୌଣସି ସମଧାନ ନ ହେଉଥିବାରୁ, ଆଜି ବଲାଙ୍ଗୀର ପୌରଧ୍ୟକ୍ଷା #ଶ୍ରୀମତୀ_ଲିକା_ସାହୁ ଏବଂ ଅନ୍ୟ କାଉନସିଲର ବୃନ୍ଦ ବଲାଙ୍ଗିର ରାଜପଥ ବିଭାଗୀୟ ଅଧିକ୍ଷକ ଯନ୍ତ୍ରୀ ଏବଂ ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ ଙ୍କୁ ସାକ୍ଷତ କରି, ବର୍ଷା ପାଣି ର ନିଷ୍କାସନ ପାଇଁ, ଡ୍ରେନେଜ ବ୍ୟବସ୍ଥାର ତୁରନ୍ତ ସମଧାନ କରିବ ପାଇଁ ଦାବୀ କରିଛନ