This browser does not support the video element.
ବୌଦ୍ଧ ସଦର: ବାଉଁଶୁଣି ଅଞ୍ଚଳରେ ଶାନ୍ତି ଓ ଶୃଙ୍ଖଳା ରକ୍ଷା ପାଇଁ ଗଣେଶ ପୂଜା କମିଟି ସହ ଥାନାରେ ବୈଠକ ଅନୁଷ୍ଠିତ
Baudh Sadar, Boudh (Bauda) | Aug 26, 2025
ବୌଦ୍ଧ ବ୍ଳକ୍ ବାଉଶୁଣି ପୋଲିସ ପକ୍ଷରୁ ଥାନା ଅଧୀନରେ ଥିବା ସମସ୍ତ ପୁଜା କମିଟି କୁ ନେଇ ଶାନ୍ତି କମିଟି ବୈଠକ ଥାନା ଅଧିକାରୀ ସାରଦା ପ୍ରସନ୍ନ ଦାସଙ୍କ ତତ୍ତ୍ଵାବଧାନରେ ଥାନା ପରିଶରରେ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅଞ୍ଚଳରେ ଗଣେଶ ପୂଜାକୁ ସୁଗମ ଓ ନିରାପଦ ଭାବେ ପାଳନ କରିବାକୁ ଆଲୋଚନା ହୋଇଥିଲା । ବ୍ୟବସ୍ଥା, ଭିଡ଼ ପରିଚାଳନା ସାମ୍ପ୍ରଦାୟିକ ସଦ୍ଭାବନା ଭଳିପ୍ରମୁଖ ଦିଗଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା