Download Now Banner

This browser does not support the video element.

ନର୍ଲା: ନର୍ଲା ସ୍ଥିତ ଦିସା ହୋଟେଲ୍ ଠାରେ ଜାତୀୟ କଂଗ୍ରେସ ପାର୍ଟି ପର୍ଯ୍ୟବେକ୍ଷକ ଙ୍କ ସାମ୍ବାଦିକ ସମ୍ବିଳନୀ ଓ ସଂଗଠନ ଶ୍ରୀ ଜନ କାର୍ଯ୍ୟକ୍ରମ

Narala, Kalahandi | Sep 4, 2025
ଆଜି ଗୁରୁବାର ଦିନ ସନ୍ଧ୍ୟା ପାଞ୍ଚ ଘଣ୍ଟା ସମୟରେ ନର୍ଲା ସ୍ଥିତ ଦିଶା ହୋଟେଲ୍ ଠାରେ ଜାତିୟ କଂଗ୍ରେସ୍ ପାର୍ଟି AICC ପର୍ଯ୍ୟବେକ୍ଷକ ସହିଦ୍ ମୁସ୍ ସ୍ତାନ ୱେଲି ଜିଲ୍ଲା କୋଡ଼ିନେତର ଜଳନ୍ଦର ନାଏକ ବ୍ଳକ୍ ସଭପତି ସୁବାସ ପଧାନ ଓ ଫକିର ଜଗତ ଙ୍କ ନେତୃତ୍ୱରେ ସଂଗଠନ ଶ୍ରୀ ଜନ ଅଭିଯାନ କାର୍ଯକ୍ରମ ଅନୁଷ୍ଟିତ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ବ୍ଲକ ର ଶତାଧିକ କଂଗେସ କର୍ମୀ ମାନେ ଉପସ୍ଥିତ ରହିଥିଲେ
Read More News
T & CPrivacy PolicyContact Us