This browser does not support the video element.
ଢେଙ୍କାନାଳ ସଦର: ତାଳବରକୋଟ ଗ୍ରାମ ନିକଟରେ କଲ୍ୟାଣୀ ଷ୍ଟିଲସ ପ୍ଲାଣ୍ଟର ପରିବେଶ ସମ୍ବନ୍ଧୀୟ ଜନ ଶୁଣାଣୀ
Dhenkanal Sadar, Dhenkanal | Sep 3, 2025
ଢେଙ୍କାନାଳ ସଦର ବ୍ଲକ ଗଜମରା ଗ୍ରାମରେ ହେବାକୁ ଥିବ କଲ୍ୟାଣୀ ଷ୍ଟିଲ ପ୍ଲାଣ୍ଟ ପାଇଁ ଆଜି ପୂର୍ବାହ୍ନ ୧୧ଟାରେ ତାଳବରକୋଟ ପଞ୍ଚାୟତର ଗୋଡିପୋଖରୀଠାରେ ମେସର୍ସ କଲ୍ୟାଣ ଷ୍ଟିଲସ ଲିମିଟେଡ ଓଡ଼ିଶାର ଢେ଼ଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଜମରା ଗ୍ରାମରେ ୧.୪୩ ଏମଟିପିଏ କ୍ଷମତା ବିଶିଷ୍ଟ ଗ୍ରୀନଫିଲ୍ଡ ଇଣ୍ଟିଗ୍ରେଟେଡ ଆଡଭାନ୍ସଡ ସ୍ପେଶାଲିଟି ଷ୍ଟିଲ ପ୍ରକଳ୍ପ ସ୍ଥାପନ ନିମନ୍ତେ ସର୍ବ ସାଧାରଣ ଜନ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛିା |ତାଳବରକୋଟ ଓ ସିଆରିଆ ଶହଶହ ଗ୍ରାମବାସୀମାନଙ୍କ ଉପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ କମ୍ପାନୀ କତୃପକ୍ଷଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି।