Download Now Banner

This browser does not support the video element.

ବଲାଙ୍ଗୀର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାହୁଲ ଗାନ୍ଧୀଙ୍କ ପୁତ୍ତଳିକା ଦାହ କରି ପ୍ରତିକ୍ରିୟା ରଖିଲେ ବିଜେପି ନେତା

Balangir, Balangir | Sep 1, 2025
ବଲାଙ୍ଗୀର: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ ବିଜେପି କାର୍ୟକର୍ତ୍ତାମାନେ ଆଜି ତୀବ୍ର ପ୍ରତିବାଦ କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୁଶ ପୁତ୍ତଳିକା ଦାହ କରି ସେମାନେ ରାହୁଲ ଗାନ୍ଧୀଙ୍କୁ ଦୃଢ଼ ଭାବରେ ନିନ୍ଦା କରିଛନ୍ତି। ଏହି ସମୟରେ ବିଜେପି ନେତାମାନେ ପ୍ରତିକ୍ରିୟା ରଖି କହିଛନ୍ତି, ଏପରି ମନ୍ତବ୍ୟ ଜନସାଧାରଣଙ୍କ ଭାବନାକୁ ଆଘାତ କରୁଛି।
Read More News
T & CPrivacy PolicyContact Us