Download Now Banner

This browser does not support the video element.

ଜୁଜୁମୁରା: ଧଲୋମୁଣ୍ଡା ଗ୍ରାମରେ ହାତୀ ଉପଦ୍ରବ, ୪ ଏକର ଧାନ ଫସଲ ନଷ୍ଟ

Jujomura, Sambalpur | Sep 8, 2025
ଧଲୋମୁଣ୍ଡା ଗ୍ରାମରେ ହାତୀ ଉପଦ୍ରବ, ୪ ଏକର ଧାନ ଫସଲ ନଷ୍ଟ ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ ନୂଆ ବରଙ୍ଗା ପଞ୍ଚାୟତ ଧଦଲୋମୁଣ୍ଡା ଗ୍ରାମର ଜଡାମୁଣ୍ଡା ଗ୍ରାମରେ ଗତକାଲି ରବିବାର ବିଳମ୍ବିତ ରାତିରେ ହାତୀ ପଲ ଙ୍କ ଉପଦ୍ରବ ରେ ଜଣେ ଚାଷୀଙ୍କ ୪ ଏକର ରୁ ଅଧିକ ଧାନ ଫସଲ ନଷ୍ଟ ହୋଇଛି । ହାତୀପଲ ଆସି ଧାନ ଫସଲ ସବୁ ମାଡିଦଳି ନଷ୍ଟ କରିବା ସହ ଖାଇ ଦେଇଛନ୍ତି। ତେଣୁ ଚାଷୀ ଶୁଶିଲ ବଢେଇ ଚିନ୍ତା ରେ ପଡ଼ିଯାଇଛନ୍ତି ।‌ ଆଜି ସୋମବାର ସକାଳ ୧୦ ଟା ସମୟରେ କ୍ଷୟକ୍ଷତି ହୋଇଥିବା ଫସଳର ଆକଳନ କରି କ୍ଷତିପୂରଣ ଦେବାକୁ ଚାଷୀ ଜଣକ ଦାବି କରିଛନ୍ତି ।
Read More News
T & CPrivacy PolicyContact Us