Download Now Banner

This browser does not support the video element.

ବେଗୁନିଆ: ବେଗୁନିଆ ସ୍ଥିତ ମାଭୂଆସୁଣୀ ବିଦ୍ୟାପୀଠରେ କୁନି କୁନି ପିଲାମାନଙ୍କ ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସାମିଲ ହେଲେ ସ୍ଥାନୀୟ ବିଧାୟକ

Begunia, Khordha | Sep 12, 2025
ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ସ୍ଥିତ ମା ଭୂଆସୁଣୀ ବିଦ୍ୟାପୀଠରେ କୁନି କୁନି ପିଲାମାନଙ୍କ ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସାମିଲ ହେଲେ ସ୍ଥାନୀୟ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ବହୁତ ଖୁସି ଲାଗିଲା କୁନି କୁନି ଶିଶୁ ମାନଙ୍କ ଆଗ୍ରହ ଉଦ୍ଦୀପନା ସେମାନଙ୍କ ଭବିଷ୍ୟତ ଉଜ୍ଜଳ କରିବ କହିଲେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ।
Read More News
T & CPrivacy PolicyContact Us