Download Now Banner

This browser does not support the video element.

କୋଟପାଡ: ପାରାଲ ଗାଁ ରାସ୍ତା ସମସ୍ୟା କୁ ନେଇ ବିଡ଼ିଓ ଓ ତହସିଲଦାରଙ୍କ ନିକଟରେ ଫେରାଦ ହେଲେ ଗାଁ ଲୋକେ

Kotpad, Koraput | Sep 9, 2025
ପାରାଲ ଗାଁ ରେ ଜିଓ ଟାୱାର ଲାଇନ ତାର ବିଛେଇବା ପାଇଁ ରାସ୍ତା ଖଳି ଛାଡିଦେଲେ ଠିକାଦାର l ହନ୍ତସନ୍ତ ହେଉଛି  ଗାଁ ଲୋକେ l ରାସ୍ତା ମରମିତ ପାଇଁ ବିଡ଼ିଓ ଏବଂ ତହସିଲଦାରଙ୍କୁ ନିକଟରେ ଫେରାଦ ହୋଇଛନ୍ତି ଅଂଚଳ ବାସି l ମଙ୍ଗଳବାର ଅପରାହ୍ନ ଦୁଇ ଟା ସମୟରେ ବୈପାରୀଗୁଡା  ବିଡ଼ିଓ ଏବଂ ପରେ ତହସିଲଦାରଙ୍କୁ ଗ୍ରାମବାସୀ ଏକ ଲିଖିତ ଅଭିଯୋଗ କରିଛନ୍ତି l ଗାଁ ଲୋକଙ୍କ ଅଭିଯୋଗ ଆନୁଯାଇ, ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ମହୁଲି ପଂଚାୟତ ର ପାରାଲ ଗାଁ ରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ହୋଇ ଥିଲା l ଜିଓ ଟାୱାର ତାର ବିଝେଇବା ପାଇଁ ରାସ୍ତା ନଷ୍ଟ କରିଦେଇଛି l
Read More News
T & CPrivacy PolicyContact Us