Download Now Banner

This browser does not support the video element.

ଧର୍ମଶାଳା: ଧର୍ମଶାଳା ବ୍ଳକ ପରିଶର ସଭାଗୃହରେ ଏକାଦଶ ସାଧାରଣ ଅଧିବେଶନ ଅନୁଷ୍ଠିତ, ଯୋଗଦେଲେ ବିଧାୟକ ହିମାଂଶୁ ଶେଖର ସାହୁ

Dharmasala, Jajpur | Sep 8, 2025
ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧର୍ମଶାଳା ବ୍ଳକ ପରିଶରେ ସୋମବାର ଦିବା 1 ଘଟିକା ସମୟରେ ଏକାଦଶ ସାଧାରଣ ଅଧିବେଶନ ବୈଠକ ଅନୁଷ୍ଠିତ । ଏହି ବିଶେଷ କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଏବଂ ସମସ୍ତ କର୍ମଚାରୀମାନଙ୍କ ଉପସ୍ଥିତରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଦେବା ପରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।
Read More News
T & CPrivacy PolicyContact Us