This browser does not support the video element.
ଅତାବିରା: ନୂଆଁଖଇରପାଲି ଠାରେ କୋଲାଟମ ନୃତ୍ୟ ମହୋତ୍ସବ,ଯୋଗଦେଲେ ବିଧାୟକ
Attabira, Bargarh (Baragarh) | Sep 10, 2025
ଆଜି ବୁଧବାର ମଧ୍ଧାହ୍ନ ୧୨ଟାରେ ଅତାବିରା ବ୍ଲକ ଅଧିନ ନୂଆଁ ଖଇରପାଲି ଠାରେ ଆନ୍ଦ୍ର ସମାଜ ତରଫରୁ କୋଲାଟମ ନୃତ୍ୟ ମହାୋସ୍ବବ ଅନୁଷ୍ଠିତ ହୋଇଯାଇଛି |ଏଥିରେ ଅତାବିରା ବିଧାୟକ ,ସମ୍ବଲପୁର ବିଧାୟକ ଓ ପୂର୍ବତନ ଅତାବିରା ବିଧାୟିକା ଯୋଗଦେଇଥିଲେ |