Download Now Banner

This browser does not support the video element.

ଛତ୍ରପୁର: ଚାକିରି ରାକେଟର ପର୍ଦ୍ଦାଫାସ୍, ପୋଲିସ SI ଚାକିରିରେଜାଲିଆତି ଆଶାୟୀଙ୍କୁ ହାଇଦ୍ରାବାଦ ନେଉଥିବା ବେଳେ ଧରିଲା ବ୍ରହ୍ମପୁର ପୋଲିସ

Chhatrapur, Ganjam | Sep 30, 2025
ବ୍ରହ୍ମପୁରରେ ଚାକିରି ରାକେଟର ପର୍ଦ୍ଦାଫାସ୍। ପୋଲିସ ସବ-ଇନ୍ସପେକ୍ଟର ଚାକିରିରେ ଜାଲିଆତି ପାଇଁ ହୋଇଥିଲା ବଡ଼ ଡିଲ୍ । ଖୋଦ୍ ପରୀକ୍ଷା ପରିଚାଳନା ଦାୟିତ୍ବ ନେଇଥିବା ସଂସ୍ଥା ଆଶାୟୀଙ୍କୁ ସ୍ପେଶାଲ୍ କୋଚିଂ ଦେବାକୁ ନେଉଥିଲା ହାଇଦ୍ରାବାଦ । ୧୦୦ରୁ ଅଧିକ ଆଶାୟୀଙ୍କୁ ହାଇଦ୍ରାବାଦ ନେଇ ସ୍ପେଶାଲ୍ କୋଟିଂ ଦେବାକୁ କରୁଥିଲା ପ୍ରୟାସ । ସେମାନଙ୍କ ପିଛା କରି ପରୀକ୍ଷାର୍ଥୀଙ୍କୁ ଅଟକ ରଖିଛି ବ୍ରହ୍ମପୁର ପୋଲିସ । ମଂଗଳବାର ଅପରାହ୍ନରେ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।
Read More News
T & CPrivacy PolicyContact Us