This browser does not support the video element.
ଲକ୍ଷ୍ମୀପୁର: ଏ ମାଲକାନଗିରି ଗ୍ରାମରେ ନୂତନ ଅଙ୍ଗନବାଡି କେନ୍ଦ୍ର ନିମନ୍ତେ ନିବେଦନ କଲେ ଅଙ୍ଗନବାଡି କର୍ମକର୍ତ୍ତା
Lakshmipur, Koraput | Sep 11, 2025
ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦଶମନ୍ତପୁର ବ୍ଲକର ଏ ମାଲକାନଗିରି ଗ୍ରାମପଞ୍ଚାୟତର ଏ ମାଲକାନଗିରି ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ନଥିବା ଯୋଗୁଁ ପିଲା ମାନେ ହଇରାଣ ହେବା ସହ ଗୋଷ୍ଠୀ କେନ୍ଦ୍ରରେ ଚାଲିଛି ଅଙ୍ଗନବାଡି। ଏ ନେଇ ଏକ ଅଙ୍ଗନବାଡି କେନ୍ଦ୍ର ଓ ରୋଷେଇ ଘର ନିର୍ମାଣ କରିବା ନିମନ୍ତେ ଗୁରୁବାର ଦିନ ୧୨ଟା ସମୟରେ ନିବେଦନ କରିଛନ୍ତି ଅଙ୍ଗନବାଡି କର୍ମି ସହ ପାଚିକା।