Download Now Banner

This browser does not support the video element.

ଢେଙ୍କାନାଳ ସଦର: ମହିଷାପାଟଠାରେ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପାଇଁ ୧୪ ମାସର ସରକାର କଣ କରିଛନ୍ତି ପ୍ରତିକ୍ରିୟାର ପ୍ରକାଶ କଲେ ମନ୍ତ୍ରୀ

Dhenkanal Sadar, Dhenkanal | Sep 30, 2025
ଢେଙ୍କାନାଳ ସହର ନିକଟ ମହିଷାପାଟଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ । ୧୪ ମାସର ସରକାର ଜିଲ୍ଲା ପାଇଁ କଣ କରିଛନ୍ତି, କଣ କରିବେ ତାହାକୁ ନେଇ ସୋମବାର ରାତି ୯ଟା୩୦ରେ ପ୍ରତିକ୍ରିୟାର ପ୍ରକାଶ କଲେ ମନ୍ତ୍ରୀ
Read More News
T & CPrivacy PolicyContact Us