Download Now Banner

This browser does not support the video element.

ଝାରପୋଖରିଆ: ସାରସକଣା ବ୍ଲକର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ମା ଦୁର୍ଗାଙ୍କ ନବମୀ ପୂଜାରେ ଦର୍ଶନ କଲେ ସ୍ଥାନୀୟ ବିଧାୟକ

Jharpokharia, Mayurbhanj | Oct 1, 2025
ବୁଧବାର ଦିନ ପବିତ୍ର ନବମୀ ଅବସରରେ ସାରସକଣା ବ୍ଲକ ଅନ୍ତର୍ଗତ ଯୋକା, ସାରସକଣା, ପଣ୍ଡାବିଲା, ବଡଚାଟରା, ସାନଚାଟରା, ଶୀର୍ଷା, ବାଉଁଶଦା, ପାଣ୍ଡରା, ଜାମବଣୀ ଓ ନୂହାମାଳିଆ ଠାରେ ଆୟୋଜିତ ଦୁର୍ଗା ପୂଜା ମଣ୍ଡପ ଗୁଡିକରେ ମା' ଦୁର୍ଗାଙ୍କ ଦର୍ଶନ କରିଛନ୍ତି ସାରସକଣା। ବିଧାୟକ ଭାଦବ ହାଁସଦା।
Read More News
T & CPrivacy PolicyContact Us