Download Now Banner

This browser does not support the video element.

ନୂଆପଡା: ସିଲଦା ନିକଟରେ ବାଇକ୍ ସହ ବାଇକ୍ ଧକା ଜଣେ ବୃଦ୍ଧା ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

Nuapada, Nuapada | Oct 1, 2025
ଆଜି ଦିନ ସାଢେ ଦଶଟା ସମୟରେ ନୂଆପଡ଼ା ଜିଲ୍ଲା ସଦର ବ୍ଲକ ସିଲଦା ନିକଟରେ ଜାତୀୟ ରାଜପଥ ୩୫୩ଉପରେ ଏକ ବାଇକ୍ କୁ ଅନ୍ୟଏକ ବାଇକ୍ ଧକଦେଇ ଚାଲିଯାଇଥିଲା।ଫଳରେ ପ୍ରଥମ ବାଇକ୍ ରେ ବସିଥିବା ଜଣେ ବୃଦ୍ଧ ରାସ୍ତା ଉପରେ ଛିଟିକି ପଡ଼ିଥିଲେ ଓ ଗୁରୁତର ଆହତ ହୋଇଥିଲେ।ବାଇକ୍ ଚାଳକ ସାମାନ୍ୟ ଆହତ ହୋଇଥିଲେ।ଗୁରୁତର ଅବସ୍ଥାରେ ବୃଦ୍ଧ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Read More News
T & CPrivacy PolicyContact Us