This browser does not support the video element.
ଗୋବିନ୍ଦପୁର: କେଛୁପାଣି ହାଇସ୍କୁଲ ରେ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ
Govindpur, Sambalpur | Sep 10, 2025
ସମ୍ବାଦ ଆମ ଓଡିଶା ପକ୍ଷରୁ ଗତ ୭ ତାରିଖରେ ଆୟୋଜିତ ରାଜ୍ୟସ୍ତରୀୟ ଓଡ଼ିଆ ଭାଷାଜ୍ଞାନ ଓ ପ୍ରବନ୍ଧ, ହସ୍ତାକ୍ଷର ଏବଂ ଚିତ୍ରାଙ୍କନ ପରୀକ୍ଷାରେ କୃତୀ ଛାତ୍ରଛାତ୍ରୀ ଙ୍କୁ ବାମରା ବ୍ଲକ କେଚ୍ଛୁପାଣି ହାଇସ୍କୁଲ ଠାରେ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ମାନପତ୍ର ଏବଂ ପୁରସ୍କାର ବିତରଣ କରାଯାଇଛି। ଶିକ୍ଷକ ଡୋଳାମଣି ପ୍ରଧାନଙ୍କ ସଭାପତିତ୍ବରେ ବୁଧବାର ସନ୍ଧ୍ୟା ୫ ଟା ସମୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସ୍କୁଲ ର ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ମେହେର ଯୋଗଦାନ ଦେଇ ମାନପତ୍ର ଏବଂ ପୁରସ୍କାର ବିତରଣ କରିଥିଲେ।