This browser does not support the video element.
ବାଲିକୁଦା: ତିତିରା ଗ୍ରାମରେ ବାଲିକୁଦା ପୁଲିସ ପକ୍ଷରୁ ଚୋରା ତେଲ ଚାଲାଣ ୬ଅଟକ l
Balikuda, Jagatsinghpur | Apr 13, 2024
ତିତିରା ଗ୍ରାମରେ ବାଲିକୁଦା ପୁଲିସ ପକ୍ଷରୁ ଚୋରା ତେଲ ଚାଲାଣ ୬ଅଟକ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଚୋରା ତେଲ ଚାଲାଣ ସନ୍ଦେହରେ ବାଲିକୁଦା ପୁଲିସ ଏକ ୧୦ଚକିଆ ଟ୍ରକକୁ ଜବତ କରିବା ସହିତ ସେଥିରୁ ବହୁ ପରିମାଣର ଥିବା ବ୍ୟାରେଲତେଲକୁ ଜବତ କରିଛି ଏହି ଘଟଣାର ତିତିରା ଗାଁର ଗାଡି ଚାଳକ ସହ ଅନ୍ୟ 5ଜଣାଙ୍କୁ ଶୁକ୍ରବାରୁ 4ଟା ବେଳେ ଥାନାରେ ପଚରା ଉଚରା ଚଳାଇଛି ବାଲିକୁଦା ପୁଲିସି ପକ୍ଷରୁ ସୂଚନା ମିଳିଛି