Download Now Banner

This browser does not support the video element.

ସୋନପୁର: ବିକଳପୁର ରେ ଶାରଦୀୟ ପୂଜା ଅବସରରେ ଅପେରା ମଞ୍ଚସ୍ଥ, ଯୋଗଦେଲେ ବ୍ଲକ ଉପାଧ୍ୟକ୍ଷ

Sonapur, Subarnapur (Sonepur) | Oct 1, 2025
ସୂଚନା ଅନୁସାରେ ଶାରଦୀୟ ପୂଜା ଅବସରରେ ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ କମିରା ଗ୍ରାମ ପଂଚାୟତର ବିକଳପୁର ଗ୍ରାମରେ ଅଧିଷ୍ଠାତ୍ରୀ ଦେବି ମାଁ ମାହେଶ୍ୱରୀଙ୍କ ମହାଷ୍ଟମୀ ପୂଜା ଉପଲକ୍ଷେ ଦର୍ଶକଙ୍କ ମନରଞ୍ଜନ ସକାଶେ ଅପେରା ଆଖିର ଜନମ କାନ୍ଦିବା ପାଇଁ ମଞ୍ଚସ୍ଥ ହୋଇଯାଇଛି l ଏହି କ୍ରମରେ ବିରାମହରାଜପୁର ବ୍ଲକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ଲୁହା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଅପେରାର ଶୁଭାରମ୍ଭ କରିଥିବା ବେଳେ, କାର୍ଯ୍ୟକ୍ରମରେ କମିରା ସରପଞ୍ଚ ଅନୁସୟା ପଧାନ, ସମାଜ ସେବ
Read More News
T & CPrivacy PolicyContact Us