This browser does not support the video element.
ତାଳଚେର ସଦର: ଦେଉଳବେଡା ଠାରେ କେନ୍ଦ୍ରୀୟ ଗଣେଶ ପୂଜା କମିଟିର ଚୂଡାନ୍ତ ବୈଠକ ଅନୁଷ୍ଠିତ
Talcher Sadar, Angul | Aug 21, 2025
ତାଳଚେର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦେଉଳବେଢ଼ା ସ୍ଥିତ ଡି ଆଇ ସି କ୍ଲବ ଠାରେ ଗୁରୁବାର ଅପରାହ୍ନ ୪ ଘଟିକା ସମୟରେ ତାଳଚେରର ଗଣପର୍ବ ଗଣେଶ ପୂଜା,ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଭାରତ ପ୍ରସିଦ୍ଧ ବିଶାଳ ଆଜ୍ଞା ଲଡୁ ଓ ଆଜ୍ଞା ମାଳ ନିଲାମ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହ ଆରମ୍ଭ ଓ ସମାପନ କରାଯିବା ନିମନ୍ତେ ତାଳଚେର କେନ୍ଦ୍ରୀୟ ଗଣେଶ ପୂଜା କମିଟିର ସଭାପତି ତଥା ଉପ ଜିଲ୍ଲାପାଳ ତାଳଚେର ସମୀର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।