Install App
abmahapatra2006
This browser does not support the video element.
ନୂଆପଡା: ବିଷ କ୍ରିୟାରେ ବରତୁଣ୍ଡା ଗ୍ରାମର ଜଣେ ଯୁବକ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
Nuapada, Nuapada | Aug 30, 2025
ଆଜି ରାତି ପ୍ରାୟ ସାଢ଼େ ଆଠଟା ସମୟରେ ବରତୁଣ୍ଡା ଗ୍ରାମର ଜଣେ ଯୁବକ କୌଣସି କାରଣରୁ ଘରେ ଥିବା କୀଟ ନାଶକ ପିଇ ଦେବାରୁ ଗୁରୁତର ହୋଇପଡ଼ିଥିଲେ ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ।ପରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!