Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ଚଳିତ ବର୍ଷ ହବିଷ୍ୟାଳି ମାନଙ୍କ ପାଇଁ ସୁନ୍ଦର ବ୍ୟବସ୍ଥା ହୋଇଛି ନରେନ୍ଦ୍ର କୋଣ ଠାରେ ସୂଚନା ଦେଲେ ଆଇନ ମନ୍ତ୍ରୀ l

Puri M, Puri | Oct 7, 2025
ପ୍ରତିବର୍ଷ ଅପେକ୍ଷାରେ ଏ ବର୍ଷ ଅଧିକ ବ୍ୟବସ୍ଥା କରାଯାଇଛି l ହବିଷ୍ୟାଳି ମାନଙ୍କ ପାଇଁ ବସ ରେ ଶ୍ରୀମନ୍ଦିର ମହାପ୍ରଭୁ ଙ୍କ ଦର୍ଶନ କରିବା, ମହାପ୍ରସାଦ ସେବନ, ସବୁ କ୍ଷେତ୍ର ରେ ଭଲ ହୋଇଛି l
Read More News
T & CPrivacy PolicyContact Us