Install App
sushantpattnayak1983
This browser does not support the video element.
ଛତ୍ରପୁର: ସିନ୍ଦୂରାପଲ୍ଲୀ ଠାରେ ୭୬ତମ ବନ ମହୋତ୍ସବ ଅବସରରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ, ଯୋଗଦେଲେ ଜିଲ୍ଲାପାଳ
Chhatrapur, Ganjam | Sep 9, 2025
୭୬ତମ ବନ ମହୋତ୍ସବ ୨୦୨୫ ଉପଲକ୍ଷେ, ଛତ୍ରପୁର ସ୍ଥିତ ନଗରବନ ସିନ୍ଦୁରାପାଲିରେ “ମା ପାଇଁ ଗଛ ଟିଏ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମଂଗଳବାର ପୂର୍ବାହ୍ନରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଭି କିର୍ତ୍ତିଭାସନ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଜିଲ୍ଲା ବନ ଅଧିକାରୀ ଯୋଗ ଦେଇଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!