This browser does not support the video element.
ଦେବଗଡ: ଇନ୍ଦିରାଗାନ୍ଧୀ ଷ୍ଟାଡିୟମରେ କାଉନଶିଲର କପ ଫୁଟବଲ ଟୁର୍ଣ୍ଣାମେଂଟ ଉଦଘାଟିତ
Debagarh, Debagarh (Deogarh) | Aug 21, 2025
ଦେବଗଡ଼ ଜିଲ୍ଲା କ୍ରୀଡା ସଂସଦ ଓ ଦେବଗଡ ପୌର ପରିଷଦର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ଠାରେ ଆଜି କାଉନଶିଲର କପ ଫୁଟବଲ ଟୁର୍ଣ୍ଣାମେଂଟ ଉଦଘାଟିତ ହୋଇଯାଇଛି । ଟୁର୍ଣ୍ଣାମେଂଟକୁ ମୂଖ୍ୟ ଅତିଥି ଭାବେ ଦେବଗଡ ପୌର ପରିଷଦ ନିର୍ବାହୀ ଅଧିକାରୀ କୃପାସିନ୍ଧୁ ସ୍ୱାଇଁ ଏବଂ ସମ୍ମାନିତ ଅତିଥି ଭାବେ ୫ ନମ୍ବର ୱାର୍ଡର କାଉନଶିଲର ଜତିନ କୁମାର ନାୟକ, ୧୦ ନମ୍ବର ୱାର୍ଡର କାଉନଶିଲର ଈତିଶ୍ରୀ ମିଶ୍ର, ସତ୍ୟ ନାରାୟଣ ମିଶ୍ର ଓ ସହ ସମ୍ପାଦକ ପ୍ରଦୀପ ଅମାନ୍ତ ଯୋଗଦେଇ ଉଦଘାଟନ କରିଥିଲେ । ଆଜିର ଉଦଘାଟନୀ ମ୍ୟାଚରେ ୪ ନମ୍ବର ୱାର୍ଡକୁ ୪-୦ ଗୋଲରେ ପରାସ୍ତ କରିଛି ।