Download Now Banner

This browser does not support the video element.

ବ୍ରହ୍ମଗିରି: ଜହ୍ନିକୁଦା ଚିଲିକା ମଝିରେ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ପାଇଁ ଫସିରହିଲେ ଯାତ୍ରୀ

Brahmagiri, Puri | Aug 31, 2025
ରବିବାର 4 ଘଟିକା ସମୟରେ ଜହ୍ନିକୁଦା ଚିଲିକା ମଝିରେ ଯାନ୍ତ୍ରିକ ତ୍ରୁଟି ପାଇଁ ଫସି ରହିଲା ଯାତ୍ରୀ ବାହିଡ଼ଙ୍ଗା, ଯାତ୍ରୀ ଭୟଭିତ ୨ ଘଣ୍ଟା ଧରି ବିପଦ ପୁର୍ଣ ଅବସ୍ଥାରେ, ଅଥଳ ଚିଲିକା ମଝିରେ ଫସିରହିଲା ଡ଼ଙ୍ଗା, ଡଙ୍ଗାରେ ୨୦ ରୁ ଊର୍ଧ ବାଇକି ଓ ୪୦ ରୁ ଊର୍ଧ ଯାତ୍ରୀ।
Read More News
T & CPrivacy PolicyContact Us