Download Now Banner

This browser does not support the video element.

ଆଠମଲ୍ଲିକ: ମଦ ଜବତ ୩ ଗିରଫ ଅନୁଗୋଳ ଜିଲ୍ଲା ଠାକୁରଗଡ ଓ ହଣ୍ଡପା ପୋଲିସ ବିଭିନ୍ନ ସ୍ଥାନ ରେ ବୁଧବାର ଚଢଉ କରି ଚୋରା ମଦ ଜବତ କରିବା ସହ ୩ ଜଣ ଙ୍କୁ ଗିରଫ

Athmallik, Angul | Sep 25, 2025
କରିଛି । ଠାକୁରଗଡ ପୋଲିସ ଠାକୁରଗଡ ଅଞ୍ଚଳ ରେ ମଦ ଚାଲାଣ କରୁଥିବା ବେଳେ ହଣ୍ଡପା ଥାନା ବୁଦୁଲିମୁଣ୍ଡା ଗ୍ରାମର ପ୍ରଦୀପ ନାୟକ ଙ୍କୁ ଗିରଫ କରିଛି । ଏ ଥିସହ ତାଙ୍କ ନିକଟରୁ ୧୨ ଲିଟର ଚୋରା ଦେଶୀ ମହୁଲି ମଦ ଜବତ କରିଛି । ଏ ନେଇ ନମ୍ବର ୨୬୯/୨୫ ରେ ଏକ ମାମଲା ରୁଜୁ କରାଯାଇଛି । ସେହି ପରି ହଣ୍ଡପା ପୋଲିସ ଲୁହାମୁଣ୍ଡା ଗ୍ରାମର ନରେନ୍ଦ୍ର ସ୍ଵାଇଁ ଙ୍କ ଠାରୁ ୧୫ ଲିଟର ବିଦେଶୀ ମଦ ଜବତ କରିବା ସହ ତାଙ୍କୁ ଗିରଫ କରିଛି । ସେହି ପରି ସେହ
Read More News
T & CPrivacy PolicyContact Us