This browser does not support the video element.
ସୋନପୁର: ସୁବଳୟା ସହରର ବିଭିନ୍ନ ସାହିରେ ଭାଇ ଜୁନ୍ତିଆ ଓଷା ପାଳନ
Sonapur, Subarnapur (Sonepur) | Sep 30, 2025
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରି ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ସହରର ବିଭିନ୍ନ ସ୍ଥାନରେ ଭାଇ ଜୁନ୍ତିଆ ଓଷା ପାଳନ ହୋଇଯାଇଛି l ଭଉଣୀ ମାନେ ନିର୍ଜଳା ଉପବାସ ପୂର୍ବକ ଭାଇ ମାନଙ୍କ ଦୀର୍ଘ ଜୀବନ ଏବଂ ମଙ୍ଗଳ କାମନା କରି ଏହି ବ୍ରତ ପାଳନ କରିଛନ୍ତି l ବ୍ରତ ପରେ ଭୋର 5 ଟା ସମୟରେ ଭଉଣୀ ମାନେ ନିକଟସ୍ଥ ଜଳାଶୟ କୁ ଯାଇ ସେଠାରେ ଗଙ୍ଗାଦେବୀଙ୍କ ପୂଜାର୍ଚନା ପୂର୍ବକ କାଠି ଗାଡି ଫେରିବା ପରେ, ଭାଇ ମାନଙ୍କ ନିମନ୍ତେ ଚଢା ଯାଇଥିବା କାକୁଡି କଷି ଏବଂ ଦୁବ ଭାଇ ମାନଙ୍କୁ ଉତାରି ଅର୍ଣ୍ଣ ଜଳ