Download Now Banner

This browser does not support the video element.

ବୌଦ୍ଧ ସଦର: ବାମଣ୍ଡା ଠାରେ ଶିବାଜୀ ପ୍ରଭାତ ଶାଖା ପକ୍ଷରୁ ରାଷ୍ଟ୍ରୀୟ ସ୍ୱୟଂ ସେବକସଙ୍ଘର ଶତବlର୍ଷକ ପୂର୍ତ୍ତି ଉପଲକ୍ଷେ ବିଜୟlଦଶମୀ ଉତ୍ସବ ଓ ପଥ ସଞ୍ଚଳନ @

Baudh Sadar, Boudh (Bauda) | Oct 3, 2025
ଆଜି ଅପରାହ୍ନ ପଖାପାଖି ୪ଟା ସମୟରେ,ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ହରଭଙ୍ଗା ଖଣ୍ଡର ବାମଣ୍ଡାର ଶିବାଜି ପ୍ରଭାତ ଶାଖା ଦ୍ୱରା ସ୍ଥାନୀୟ ଶ୍ରୀ ରାମଲୀଳା ମଣ୍ଡପ ଠାରେ ବିଜୟା ଦଶମୀ ଉତ୍ସବ ସହିତ ଗ୍ରାମରେ ପଥସଞ୍ଚଳନ ପାଳିତ ହୋଇଯାଇଛି l ଏହି ଅବସରରେ ପୂର୍ଣ୍ଣ ଗଣବେଶରେ ଏକ ପଥ ସଂଚଳନ ଗ୍ରାମ ପରୀକ୍ରମl କରିଥିଲା l ପଥ ସଞ୍ଚଳନ ସମୟରେ ବାମଣ୍ଡା ଗ୍ରାମର ପ୍ରତ୍ୟକ ଗୃହ ସମୁଖରେ ପୁର୍ଣ କଲସି ରଖି ସ୍ୱୟଂ ସଙ୍ଘର ସେବକଙ୍କୁ ସ୍ୱଗତ କରିବା ସହିତ ପୁଷ୍ପ ବୃଷ୍ଟି କରାଯାଇ ଥିଲା
Read More News
T & CPrivacy PolicyContact Us