Install App
jharasuguda16
This browser does not support the video element.
ଝାରସୁଗୁଡା: ଝାରସୁଗୁଡ଼ା ର ସାହାପଡ଼ା ର ସାହୁପଡ଼ା ରେ ପକ୍କା ରାସ୍ତାର ଉନ୍ନତିକରଣ ପାଇଁ ଶିଳାନ୍ୟାସ କରିଥିଲେ ଝାରସୁଗୁଡ଼ା ବିଧାୟକ
Jharsuguda, Jharsuguda | Apr 10, 2025
ଆଜି ଅପରାହ୍ନ ୧ଟା ରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଝାରସୁଗୁଡ଼ା ର ସାହାପଡ଼ା ର ସାହୁପଡ଼ା ରେ ପକ୍କା ରାସ୍ତାର ଉନ୍ନତିକରଣ ପାଇଁ ଆଇଟିଡିଏ ଅଧିକାରୀଙ୍କ ଉପସ୍ଥିତିର ଶିଳାନ୍ୟାସ କରିଥିଲେ, ବିଧାୟକ ଟଙ୍କଧର ତ୍ରିପାଠୀ ସାହାପଡ଼ା ର ସାହୁପଡ଼ା ରେ ପହଞ୍ଚିବା ପରେ ଗ୍ରାମବାସୀ ସ୍ବାଗତ କରିନେଇ ଥିଲେ, ଶ୍ରୀ ତ୍ରିପାଠୀ କହିଥିଲେ ସାହୁପଡା ର ଏହି ପକ୍କା ରାସ୍ତା ଗ୍ରାମବାସୀଙ୍କ ପରିବାହନରେ ଲାଭଦାୟକ ହେବ।
Share
Read More News
T & C
Privacy Policy
Contact Us
Your browser does not support JavaScript!