Download Now Banner

This browser does not support the video element.

ଜୁନାଗଡ: ବୋରଗୁଡା ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା

Junagarh, Kalahandi | Sep 7, 2025
ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ବୋରଗୁଡା ନିକଟରେ ରବିବାର ସକାଳ ୧୧ ଟା ରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ବାଇକ ଆରୋହୀ ଗୁରୁତର ହୋଇଥିଲେ। ଗୁରୁତର ଦୁଇ ବାଇକ ଆରୋହୀ ହେଉଛନ୍ତି ଦଶପୁର ଗାଁ ର ଜୟରାମ ମଶ୍ରା ଏବଂ କାମଠଣା ର ପୂର୍ଣ୍ଣ ମାଝୀ ବୋଲି ସୂଚନା ମିଳିଛି।ଦୁର୍ଘଟଣା ଗ୍ରସ୍ତ ଦୁଇ ଗୁରୁତର ଙ୍କୁ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ଭର୍ତି କରିଥିଲେ।
Read More News
T & CPrivacy PolicyContact Us