This browser does not support the video element.
ନର୍ଲା: ରୁପ୍ରାରୋଡ ପୂର୍ବତନ ସରପଂଚ ଙ୍କ ନାମରେ ଥାନରେ ଅଭିଯୋଗ କରିଛନ୍ତି ସୁମିତ ଅଗ୍ରୱାଲ।
Narala, Kalahandi | Sep 27, 2025
ଆଜି ଶନିବାର ଦିନ ସନ୍ଧ୍ୟା ସାତ ଘଣ୍ଟା ସମୟରେ ରୁପ୍ରାରୋଡ ଗ୍ରାମର ସୁମିତ ଅଗ୍ରୱାଲ ଓ ତାଙ୍କର ସମର୍ଥକ ଓ ଶ୍ରମିକ ଙ୍କ ସହ ନର୍ଲା ଥାନା ରେ ପହଞ୍ଚି ରୁପ୍ରାରୋଡ ପଂଚାୟତ ର ପୂର୍ବତନ ସରପଂଚ ଚିତ୍ତରଞ୍ଜନ ରଣା ଉଦ୍ଦେଶ୍ୟ ମୂଳକ ଭାବରେ ବଦନାମ୍ କରୁଥିବା ମାଲିକଙ୍କୁ ବାରମ୍ବାର ଚାନ୍ଦା ମାଗିବା ଭଳି ସଂଘିନ ଅଭିଯୋଗ କରିଥିଲେ ତାଙ୍କର ସମର୍ଥକ ଙ୍କ ପ୍ରତିକ୍ରିୟା ରଖିଛନ୍ତି